ଓଡ଼ିଆ ଭାଷାର ପରିଚୟ

ଓଡ଼ିଆ Elefen
ଅନ୍ତରାଷ୍ଟ୍ରୀୟ ମିଶ୍ରିତ (ଖେଚେଡ଼ି) ଭାଷା ବା ଲିଙ୍ଗୁଆ ଫ୍ରାଙ୍କା ନୋଭା (ଇଲେଫେନ/ “Elefen”) ଏକ ନୂତନ ଭାଷା ଯାହା ଅନ୍ତଃରାଷ୍ଟ୍ରୀୟ ବିନିମୟ ନିମନ୍ତେ ସାଦାସିଧା, ଅଟଳ, ବୋଧଗମ୍ୟ ଓ ଶିକ୍ଷା ନିମନ୍ତେ ସହଜ ହେବା ଭଳି ଆକାର ଦିଆଯାଇଛି । ଏହାର ଅନେକ ଗୁଡ଼ିଏ ଯୁକ୍ତାତ୍ମକ ଗୁଣବତ୍ତା ଅଛି: Lingua Franca Nova (“elefen”) es un lingua desiniada per es vera simple, coerente, e fasil aprendeda, per comunica internasional. Lo ave cualias diversa:
1. ଏହାର ସୀମିତ ଧ୍ଵନି ସମ୍ଭାର ଅଛି । ଶୁଣିବାକୁ ଇଟାଲୀ ବା ସ୍ପାନିଶ୍ ଭାଷା ଭଳି ଲାଗିବ । 1. Lo ave un cuantia limitada de fonemes. Lo sona simil a italian o espaniol.
2. ଧ୍ୱନି ଅନୁସାରେ ଏହାର ବନାନ ଲେଖାଯାଇଛି । ଏହାକୁ ଶିଖିବା ନିମନ୍ତେ ବର୍ଷ ବର୍ଷ ଅତିବାହିତ ହେବନି । 2. Lo es scriveda como lo sona. No enfante debe perde multe anios en studia esetas.
3. ଏହାର ସମ୍ପୂର୍ଣ୍ଣ ନିୟମିତ ବ୍ୟାକରଣ ତିଆରି ହୋଇଛି ଯେଉଁଥିରେ ଅନେକ ଭାଷାକୁ ମିଶ୍ରିତ ବା କ୍ରିଓଲ କରାଯାଛି । 3. Lo ave un gramatica vera simple e coerente, simil a la creoles de la mundo.
4. ଏହାର ସୀମିତ ଓ ସମ୍ପୂର୍ଣ୍ଣ ନିୟମିତ ଫଳପ୍ରସୂ ନିୟମିତ ଶବ୍ଦ ବ୍ୟୁତ୍ପତ୍ତିକୁ ଯୋଡ଼ିବା ପାଇଁ ଉତ୍ପାଦକ ସୁଯୋଗ ଅଛି । 4. Lo ave un grupo limitada e tota coerente de afisas produinte per crea parolas nova.
5. ଏହାର ସ୍ପଷ୍ଟିକୃତ ନିୟମିତ ଫଳପ୍ରସୂ ଶବ୍ଦ ଲିପିବଦ୍ଧ ଅଛି ଯାହା ଅନେକ ମୁଖ୍ୟ ଭାଷାମାନଙ୍କର ସମସ୍କନ୍ଧ ହୋଇପାରିବ । 5. Lo ave regulas bon definida per la ordina de parolas, como multe linguas major.
6. ଏହାର ଶବ୍ଦ ସଂଭାର ରୋମାନ୍ସ ଭାଷା (ଲାଟିନ ଭାଷା ସମ୍ପର୍କୀୟ ଭାଷା ଗୋଷ୍ଠୀ) ସହିତ ଗଭୀର ଭାବରେ ସଂଶ୍ଳିଷ୍ଟ । ଏହା ବିସ୍ତିର୍ଣ୍ଣ ଭାବରେ ପ୍ରଚଳିତ, ପ୍ରଭାବଶାଳୀ ଓ ଇଂରାଜୀ ଭାଷାକୁ ଏହାର ଅନେକ ଅବଦାନ ରହିଛି । 6. Lo ave un lista de parolas fundida en la linguas romanica moderna. Esta linguas es comun e influosa, e ia contribui la parte major de parolas engles.
7. ଲାଟିନ ଓ ଗ୍ରୀକ ଭାଷା ସହିତ ସମନ୍ଵୟ ରଖିବା ନିମନ୍ତେ ଏପରି ଯୋଜନା କରାଯାଇଛି ଯେପରି ଏହା ବିଶ୍ଵ ସ୍ତରୀୟ ହୋଇପାରିବ । 7. Lo es desiniada per aseta natural la parolas tecnical de latina e elenica, comun tra la mundo.
8. ରୋମାନ୍ସ ଭାଷା ସହିତ ପରିଚିତ ଥିବା ଲୋକଙ୍କୁ ଏହି ଭାଷା ପ୍ରାକୃତିକ ଲାଗିବ । ଅନ୍ୟମାନଙ୍କୁ ମଧ୍ୟ ଏହା ଶିଖିବାକୁ କଷ୍ଟକର ଲାଗିବ ନାହିଁ । 8. Lo es desiniada per apare “natural” per los ci comprende la linguas romanica, ma lo no es min fasil per otras.
ଆମର ବିଶ୍ଵାସ, ଇଲେଫେନ ଆପଣଙ୍କୁ ପସନ୍ଦ ଆସିବ । Nos espera ce tu va gusta elefen!

Translated by Subas Chandra Rout.

Esta paje es presentada con la lisensa CC Attribution-Share Alike 4.0 International.
Lo ia es automatada jenerada de la paje corespondente en la Vici de Elefen a 29 marto 2024 (18:00 UTC).